ବାଲେଶ୍ୱର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା II

ରୋଗୀଟିଏ ସିରିଏସ୍ ହେଲେ ତାଙ୍କୁ ଜିଲ୍ଲାର ଛୋଟ ହସ୍ପିଟାଲରେ ସବୁ ସୁବିଧା ନଥିବାରୁ ଜିଲ୍ଲାର ବଡ଼ ହସ୍ପିଟାଲକୁ ପଠାଯାଏ, କିନ୍ତୁ ବଡ଼ ମେଡିକାଲରେ ଯଦି ସୁବିଧା ନଥାଏ ଅଭିଜ୍ଞ ଡାକ୍ତର ଥାଆନ୍ତି କିଛି ପ୍ରାଥମିକ ଚିକିତ୍ସା କରି ରାଜ୍ୟର ବଡ଼ ମେଡିକାଲକୁ ପଠାନ୍ତି । ହେଲେ ସବୁଠୁ ବଡ଼ କଥା ବ୍ଲକ କଣ ଜିଲ୍ଲା କଣ କୌଣସି ମେଡିକାଲରେ ଡାକ୍ତର ନାହାନ୍ତି, ନର୍ସ ନାହାନ୍ତି, ପେଥୋଲଜିଷ୍ଟ ନାହାନ୍ତି, ରୋଗୀର ଛୋଟମୋଟ ପରୀକ୍ଷା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ନାହିଁ,…

Read More